ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଣ   ବିଶେଷ୍ୟ

ଅର୍ଥ : କିଛି କରିବା ବା ନକରିବା ସମ୍ବନ୍ଧରେ ନିଶ୍ଚିତ ନିର୍ଣ୍ଣୟ

ଉଦାହରଣ : ଭୀଷ୍ମ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପ୍ରତିଜ୍ଞା କଲେ

ସମକକ୍ଷ : ନିଶ୍ଚୟ, ପ୍ରତିଜ୍ଞା, ଶପଥ


ଅନ୍ୟ ଭାଷାରେ ଅନୁବାଦ :

कुछ करने या न करने के संबंध में पक्का निश्चय।

भीष्म ने आजीवन ब्रह्मचर्य रहने की प्रतिज्ञा का पालन किया।
आन, परन, प्रण, प्रतिज्ञा, शंस

A verbal commitment by one person to another agreeing to do (or not to do) something in the future.

promise

ଅର୍ଥ : ତମ୍ବାର ଯେଉଁ ଖଣ୍ଡ ପ୍ରାଚୀନକାଳରେ ମୁଦ୍ରା ଭଳି ବ୍ୟବହାର କରାଯାଉଥିଲା

ଉଦାହରଣ : ସଂଗ୍ରହାଳୟରେ ପଣ ଦେଖିବାକୁ ମିଳିଲା


ଅନ୍ୟ ଭାଷାରେ ଅନୁବାଦ :

ताँबे का टुकड़ा जिसका व्यवहार प्राचीनकाल में सिक्के के समान किया जाता था।

संग्रहालय में पण देखने को मिला।
पण

A copper penny.

copper

ଅର୍ଥ : ପଶା ଖେଳିବା ବା ବାଜି ଲଗାଇ ଖେଳିବା ପ୍ରକ୍ରିୟା

ଉଦାହରଣ : ପ୍ରତି ସଧ୍ୟାରେ ଚାରିଛକିରେ ଗାଁଲୋକେ ଜୁଆ ଖେଳରେ ବ୍ୟସ୍ତଥିବାର ଦେଖାଯାଏ

ସମକକ୍ଷ : ଜୁଆ, ବାଜି


ଅନ୍ୟ ଭାଷାରେ ଅନୁବାଦ :

पाँसे से खेलने या दाँव लगाकर खेलने की क्रिया।

हर शाम चौपाल पर ग्रामीण पण में व्यस्त देखे जा सकते हैं।
पण

ଅର୍ଥ : ଏକ ପ୍ରାଚୀନ ମୁଦ୍ରା

ଉଦାହରଣ : ଆଠ କଉଡ଼ି ମିଶି ପଣ ହୁଏ

ସମକକ୍ଷ : ପଣେ


ଅନ୍ୟ ଭାଷାରେ ଅନୁବାଦ :

एक प्राचीन सिक्का।

पण आठ कौड़ियों का होता था।
पण

ଅର୍ଥ : ସୈନିକଙ୍କ ଚଢ଼ା ଖର୍ଚ୍ଚ

ଉଦାହରଣ : ପଣ ବିଷୟରେ ଚିନ୍ତା ନ କରି ଆପଣ ଚଢ଼ିବାପାଇଁ ପ୍ରସ୍ତୁତ ହୁଅନ୍ତୁ


ଅନ୍ୟ ଭାଷାରେ ଅନୁବାଦ :

सेना की चढ़ाई का खर्च।

पण की चिंता किए बिना आप लोग चढ़ाई की तैयारी कीजिए।
पण

ଅର୍ଥ : ପଶା, ଜୁଆଆଦି ଖେଳଗୁ‌ଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି

ଉଦାହରଣ : ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ

ସମକକ୍ଷ : ବାଜି


ଅନ୍ୟ ଭାଷାରେ ଅନୁବାଦ :

वह धन, वस्तु आदि जो पाँसे, जुए आदि खेलों के समय हार-जीत के लिए खिलाड़ी सामने रखते हैं।

युधिष्ठिर ने पाँसे के खेल में द्रौपदी को दाँव पर लगाया था।
आक्षिक, दाँव, दाव, दावँ, पण

The money risked on a gamble.

bet, stake, stakes, wager

ଅର୍ଥ : ଯେଉଁ ପୁରସ୍କାର ରାଶି କୌଣସି ମୁଦ୍ରା ବା କଉଡ଼ି ରୂପେ ଦିଆଯାଏ

ଉଦାହରଣ : ମାଲିକ ଜଗୁଆଳିକୁ ପାଞ୍ଚ ପଣ ଦେଲେ


ଅନ୍ୟ ଭାଷାରେ ଅନୁବାଦ :

पुरस्कार, इनाम रकम जो किसी मुद्रा, सिक्के या कौड़ियों के रूप में हों।

स्वामी ने पहरेदार को पाँच पण दिए।
पण

Payment made in return for a service rendered.

reward

ଅର୍ଥ : ଜୁଆରେ କୌଣସି ଲୋକର ଜିମାରେ ବାକି ପଡ଼ିଥିବା ଧନ

ଉଦାହରଣ : ସୋହନକୁ ଦୁଇ ଶହ ଟଙ୍କା ପଣ ଦେବାକୁ ଅଛି


ଅନ୍ୟ ଭାଷାରେ ଅନୁବାଦ :

जुए में किसी के जिम्मे बाक़ी पड़ने वाली रक़म।

सोहन को दो सौ रुपए पोर देना है।
पोर

ଅର୍ଥ : ଯେଉଁ ବସ୍ତୁ ଦେବାପାଇଁ ପ୍ରତିଜ୍ଞା ବା ସର୍ତ୍ତ ରହିଛି

ଉଦାହରଣ : ମନୋହର ପଣନେବାପାଇଁ ଠିକାଦାର ପାଖକୁ ଯାଇଛି

ସମକକ୍ଷ : ବାଜି, ସର୍ତ୍ତ


ଅନ୍ୟ ଭାଷାରେ ଅନୁବାଦ :

वह वस्तु जिसके देने का करार या शर्त हो।

मनोहर ठेकेदार के पास पण लेने गया है।
पण